- Последний пост
- 15 авг.
- Последнее чтение
- ещё не заходили
- Постов за неделю
- 11
- Всего постов
- 23
- Тип
- открытый
- Язык
- английский
- В каталоге с
- 15 авг.
- 1/24сутки в ленте
- 25 615
- 1/48двое суток
- 29 354
- 1/72трое суток
- 31 660
Оценка по просмотрам недавних постов: пост набирает почти всё за первые сутки.
Посты
без подписи
୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା।🧡🤍💚 ଏହି ଗୌରବମୟ ଦିନରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ କରିଥିବା ସମସ୍ତ ବୀର ସଂଗ୍ରାମୀଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା। ଆସନ୍ତୁ, ଏକତା ଓ ଦେଶପ୍ରେମର ଭାବନା ସହ ଏକ ସଶକ୍ତ ଓ ସମୃଦ୍ଧ ଭାରତ ଗଠନରେ ଆମର ଅବଦାନ ରଖିବା। ଜୟ ହିନ୍ଦ୍! 🇮🇳 ବନ୍ଦେ ମାତରମ୍! 🙏 Warm wishes on the 80th Independence Day of India! 🧡🤍💚 Let us remember with gratitude the brave freedom fighters whose courage and sacrifices gave us the precious gift of freedom. May we uphold unity, integrity and patriotism and contribute towards a stronger, prosperous and developed India. Jai Hind! 🇮🇳 Vande Mataram! 🙏 — Chinmaya Sir
https://www.instagram.com/reel/DcBoIbpypxX/?igsh=YWNpbG9jdjRvdXMz The countdown ends tomorrow.....
https://youtu.be/uBNYd7pK2Zc
без подписи
https://youtu.be/7uONstR107I
https://youtu.be/Ku3x3_yVkUU
https://youtu.be/sdAjbYtS4hg
без подписи
ଦୟାକରି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତି ନିମନ୍ତେ ଜଣାଇ ଦେଉଛି କି ଏହି ଭଳି Advertisement ଠକାମୀ ଅଟେ। କିଛି ନିର୍ଦ୍ଧିଷ୍ଟ ଠକାମୀ ଗୋଷ୍ଠୀ ପିଲା ମାନଙ୍କୁ ମୋ ଫଟୋ ଦେଖାଇ ଠକିବାକୁ ଚେଷ୍ଟା କରୁଛନ୍ତି। ସେମାନେ ମୋର ଫଟୋକୁ Misuse କରୁଛନ୍ତି। ଦୟାକରି କେବେ ବି କେଉଁଠି ବି ଏମିତି ଲୋଭରେ ପଡନ୍ତୁ ନାହିଁ। ମୁଁ ଆଜି ବି କହୁଛି ଆଗରୁ ବି କହିଛି ମୋର କୌଣସି କ୍ଲାସ୍ Paid Class ନୁହେଁ। ମୋ ନାମରେ କେଉଁଠି ବି ଟଙ୍କା ଦିଅନ୍ତୁ ନାହିଁ। କୌଣସିମତେ View Post ରେ କ୍ଲିକ୍ କରନ୍ତୁ ନାହିଁ। ଏହା ଟେଲିଗ୍ରାମ୍ ରେ ଆସୁଥିବା ସ୍ବତଃ ପ୍ରବୃତ୍ତ ଆଡ୍ ଅଟେ। ଆପଣ ମାନେ ସମସ୍ତେ ସଚେତନ ରୁହନ୍ତୁ। ଏମିତି ଠକାମୀ ଜାଗାରେ କୌଣସିମତେ ନିଜର ଟଙ୍କା କୁ ଦିଅନ୍ତୁ ନାହିଁ। ଅତି ଲୋଭରୁ ମୃତ୍ୟୁ। ମୋର ଜଣେ ଛାତ୍ର ମୋତେ ଅବଗତ କରାଇଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ

https://youtu.be/FCOfLODBWuk
без подписи
без подписи
без подписи
https://youtu.be/-lwjnK3lxrg
без подписи
ଶୁଣିଥିବା କଥାକୁ ସଙ୍ଗେ ସଙ୍ଗେ ବିଶ୍ୱାସ କରନ୍ତୁ ନାହିଁ। କାରଣ .......👇👇👇👇 https://www.instagram.com/reel/Dbvy8P5yVqY/?igsh=MWNvMzExamsyeGZkYQ==
https://youtu.be/fAKQcvmQEOE