Edu Care
Статистика🔵 Helping The Students To Pursue Their Own Dream. 🚀Owner- @Educare0_7
- Последний пост
- 17:28
- Последнее чтение
- 13 авг.
- Постов за неделю
- 75
- Всего постов
- 77
- Тип
- открытый
- Язык
- английский
- В каталоге с
- 13 авг.
- 1/24сутки в ленте
- 732
- 1/48двое суток
- 838
- 1/72трое суток
- 903
Медиана по постам, которые мы застали свежими и померили через сутки.
Посты
ଆସନ୍ତାକାଲି ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି
Jou manonko ro Family re New Ration card korichaanti...CM KISAN REGISTRATION HOU CHI A BEA KARIDIOOO.... Last Date is 29 August KRUSIVIDYANIDHI SCHOLARSHIP PA E eligible Hoiegiba..... REGISTRATION KORI BA PA E DM KARO @Educare0_7
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅଗଷ୍ଟ ୧୮ ତାରିଖ ଯାଏଁ ଓଡ଼ିଶା ଉପକୂଳ ଓ ତାହାର ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି, ଯାହା ସ୍ଥଳବିଶେଷରେ ବୃଦ୍ଧି ପାଇ ଘଣ୍ଟାପ୍ରତି ୬୦ କିମି ପର୍ଯ୍ୟନ୍ତ ହୋଇପାରେ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଏବଂ ତାହାର ଆଖପାଖ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି।
🛑 ଯେଉଁମାନେ POST MATRIC SCHOLARSHIP APPLY କରିବାକୁ ଦେଇଥିଲେ, ସମସ୍ତଙ୍କର Apply ସରିଛି, ଯେଉଁମାନେ Apply କରିବେ Message କରନ୍ତୁ ଏହି ID ରେ @Educare0_7 ✅ +2 1st Year ଓ +3 1st Year ପିଲାମାନେ ଏ ବର୍ଷ ପାଇଁ Post Matric ସ୍କଲାରସିପ୍ Apply ଚାଲିଛି ଶୀଘ୍ର Apply କର। ✅ ଆଉ ଯେଉଁମାନେ RENEWAL କରିବେ ସେମାନେ Wait କରନ୍ତୁ ନିଜ କଲେଜ ରେ ReAdmission ସରିଲେ Apply କରିବେ। 📌 Apply ପାଇଁ Message କର @Educare0_7
✅ 2026-27 ଅର୍ଥାତ୍ ଏ ବର୍ଷ ପାଇଁ ଏ ପର୍ଯ୍ୟନ୍ତ ଆସିଥିବା ସମସ୍ତ SCHOLARSHIP ର ସୂଚନା ତଳେ ଦିଆଗଲା। 👇 1. POST MATRIC SCHOLARSHIP 2026-27 📌 Link- https://t.me/Edu_Care07/11789 2. PRE MATRIC SCHOLARSHIP 2026-27 📌 Link- https://t.me/Edu_Care07/11790 3. ବ୍ରଜବନ୍ଧୁ SCHOLARSHIP 2026-27 📌 Link- https://t.me/Edu_Care07/11869 4. SBI SCHOLARSHIP 2026-27 📌 Link- https://t.me/Edu_Care07/11895 5. NSP SCHOLARSHIP 2026-27 📌 LINK- https://t.me/Edu_Care07/11936 6. JUNIOR MERIT SCHOLARSHIP 2026-27 📌 LINK- https://t.me/Edu_Care07/1194 7. RELIANCE SCHOLARSHIP 2026-27 📌 LINK- https://t.me/Edu_Care07/12068 8. NMMS SCHOLARSHIP 2026-27 📌 LINK- https://t.me/Edu_Care07/12066 ✅ ସବୁ SCHOLARSHIP ବର୍ତ୍ତମାନ Apply ଚାଲିଛି, ସମସ୍ତେ ପ୍ରଥମେ Eligibility Check କର, ଯଦି Eligible ହଉଛ Apply କରିନିଅ। 📌 Apply ପାଇଁ Message କରନ୍ତୁ ଏହି Id ରେ @Educare0_7
ପୁଣି ମାଗଣା
https://youtu.be/pC9kSAH_gYk?si=clVaYcqkzd3-gR50
🛑 ଯେଉଁମାନେ POST MATRIC SCHOLARSHIP APPLY କରିବାକୁ ଦେଇଥିଲେ, ସମସ୍ତଙ୍କର Apply ସରିଛି, ଯେଉଁମାନେ Apply କରିବେ Message କରନ୍ତୁ ଏହି ID ରେ @Educare0_7 ✅ +2 1st Year ଓ +3 1st Year ପିଲାମାନେ ଏ ବର୍ଷ ପାଇଁ Post Matric ସ୍କଲାରସିପ୍ Apply ଚାଲିଛି ଶୀଘ୍ର Apply କର। ✅ ଆଉ ଯେଉଁମାନେ RENEWAL କରିବେ ସେମାନେ Wait କରନ୍ତୁ ନିଜ କଲେଜ ରେ ReAdmission ସରିଲେ Apply କରିବେ। 📌 Apply ପାଇଁ Message କର @Educare0_7
OJEE MBBS/BDS ପାଇଁ ଆସନ୍ତାକାଲି ଶେଷ ତାରିଖ। ଯେଉଁମାନଙ୍କର ଏପର୍ଯ୍ୟନ୍ତ Choice Filling ହୋଇନାହିଁ, ସେମାନେ ଶୀଘ୍ର କଲ୍ କିମ୍ବା ମେସେଜ୍ କରନ୍ତୁ। ⚠️ ଆସନ୍ତାକାଲି ଶେଷ ତାରିଖ ଥିବାରୁ ୱେବସାଇଟ୍ରେ ଅଧିକ ଟ୍ରାଫିକ୍ ହୋଇପାରେ। ଫଳରେ ସର୍ଭର ଡାଉନ୍ ହୋଇ ୱେବସାଇଟ୍ ଖୋଲିନପାରେ। 👉 ଶେଷ ସମୟକୁ ଅପେକ୍ଷା ନକରି ଆଜି ହିଁ Choice Filling ସମ୍ପୂର୍ଣ୍ଣ କରନ୍ତୁ।
ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ସ୍କୁଲ ଛୁଟି ଘୋଷଣା 🏫
Postponed for tomorrow exam in Odisha
ନିର୍ମାଣ ଶ୍ରମିକ ଛାତ୍ରବୃତ୍ତି ( Scholarship )ଆବେଦନ ପାଇଁ ନିମ୍ନଲିଖିତ ଦସ୍ତାବିଜ ଆବଶ୍ୟକ l DM US 👉 Students ଆଧାର କାର୍ଡ 👉 ବ୍ୟାଙ୍କ ଖାତା 👉 Students ପାସଫୋଟ 👉 ଆଧାର Linked Mobile ନଂ 👉 Email I'd 👉 ପୂର୍ବ ଶ୍ରେଣୀର Marksheet 👉 ନିର୍ମାଣ ଶ୍ରମିକ କାର୍ଡ 👉 ନିର୍ମାଣ ଶ୍ରମିକ କାର୍ଡ ହିତାଧିକାରୀଙ୍କ ବ୍ୟାଙ୍କ ଖାତା 👉 Identity Card 👉 Admission Receipt 👉 CAF Form ( ଯଦି ଥାଏ ) 👉 ପିତାମାତା ଙ୍କ ଆଧାର କାର୍ଡ ଏବଂ ପାସଫୋଟ 👉 All Education Certificate ✅ ଏହି Id ରେ @Educare0_7
🟨 କେନ୍ଦୁଝରରେ କାଲି ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି -ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ -ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସହ ଅଙ୍ଗନବାଡ଼ି ବନ୍ଦ -ଯୋଡ଼ା ବ୍ଲକ୍ରେ ହେବାକୁ ଥିବା ଅଭିଯୋଗ ଶୁଣାଣି ମଧ୍ୟ ସ୍ଥଗିତ
✅ 2026-27 ଅର୍ଥାତ୍ ଏ ବର୍ଷ ପାଇଁ ଏ ପର୍ଯ୍ୟନ୍ତ ଆସିଥିବା ସମସ୍ତ SCHOLARSHIP ର ସୂଚନା ତଳେ ଦିଆଗଲା। 👇 1. POST MATRIC SCHOLARSHIP 2026-27 📌 Link- https://t.me/Edu_Care07/11789 2. PRE MATRIC SCHOLARSHIP 2026-27 📌 Link- https://t.me/Edu_Care07/11790 3. ବ୍ରଜବନ୍ଧୁ SCHOLARSHIP 2026-27 📌 Link- https://t.me/Edu_Care07/11869 4. SBI SCHOLARSHIP 2026-27 📌 Link- https://t.me/Edu_Care07/11895 5. NSP SCHOLARSHIP 2026-27 📌 LINK- https://t.me/Edu_Care07/11936 6. JUNIOR MERIT SCHOLARSHIP 2026-27 📌 LINK- https://t.me/Edu_Care07/1194 7. RELIANCE SCHOLARSHIP 2026-27 📌 LINK- https://t.me/Edu_Care07/12068 8. NMMS SCHOLARSHIP 2026-27 📌 LINK- https://t.me/Edu_Care07/12066 ✅ ସବୁ SCHOLARSHIP ବର୍ତ୍ତମାନ Apply ଚାଲିଛି, ସମସ୍ତେ ପ୍ରଥମେ Eligibility Check କର, ଯଦି Eligible ହଉଛ Apply କରିନିଅ। 📌 Apply ପାଇଁ Message କରନ୍ତୁ ଏହି Id ରେ @Educare0_7
без подписи
📌 RELIANCE SCHOLARSHIP APPLY LINK 👇 ✅ LINK- https://youtu.be/O2agK52Z4_Y
👆👆👆 ଉପରେ RELIANCE SCHOLARSHIP ବିଷୟରେ FULL DETAILS SHARE କରାଗଲା। ✅✅📌
⭐⭐⭐ ସରକାରୀ SCHOLARSHIP ସହ ବେସରକାରୀ SCHOLARSHIP ସହ କିଛି ସମ୍ପର୍କ ନାହିଁ। ଇଚ୍ଛା ଥିଲେ ଆବେଦନ କରନ୍ତୁ, ନଚେତ୍ ନାହିଁ। ଉଭୟ ସରକାରୀ ଏବଂ ବେସରକାରୀ SCHOLARSHIP କୁ ଯୋଡ଼ି ଉଦ୍ଭଟ ପ୍ରଶ୍ନ ପଚାରନ୍ତୁ ନାହିଁ। ✅✅✅✅✅📌📌📌📌📌✅✅✅📌
RELIANCE SCHOLARSHIP
Please read our Frequently Asked Questions if you have any questions.