Odisha Job News Channel
СтатистикаOdishapost news is a purely odia channel. It's include with JOB VACANCIES AND NEWS. JAY JAGANNATH Get Odisha Free Job Alert Notification Please Visit our website- https://odishagovjob.com/ Please Subscribe
- Последний пост
- 13 авг.
- Последнее чтение
- 14 авг.
- Постов за неделю
- 8
- Всего постов
- 20
- Тип
- открытый
- Язык
- or
- Категория
- Новости и СМИ
- В каталоге с
- 13 авг.
- 1/24сутки в ленте
- 1 304
- 1/48двое суток
- 1 494
- 1/72трое суток
- 1 611
Оценка по просмотрам недавних постов: пост набирает почти всё за первые сутки.
Посты
https://youtu.be/4Eke-m6bVq8?si=I9ye9llJ9I0X6zii
ବଗିଚାରେ ମାଳି ପ୍ରତିଦିନ ପାଣି ଦେଇଥାଏ କିନ୍ତୁ ଫୁଲ ସମୟ ଆସିଲେ ହିଁ ଫୁଟିଥାଏ। ଠିକ ସେମିତି, ପ୍ରତିଦିନ ଭଲ କାମ କରି ଚାଲନ୍ତୁ ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିବ... 🙏ଜୟ ଜଗନ୍ନାଥ🙏
https://youtu.be/XFCo3MF2ZJE?si=hPwhnqOGbNMnhx1y
ପ୍ରତ୍ୟେକ କଷ୍ଟ, ପ୍ରତ୍ୟେକ ବିଫଳତା ଏବଂ ସମୟର ପ୍ରତ୍ୟେକ ପରିବର୍ତ୍ତନ ଆମକୁ ମୂଲ୍ୟବାନ ଶିକ୍ଷା ଦେଇଥାଏ ଏବଂ ଆମକୁ ଅଧିକ ଜ୍ଞାନୀ, ଅଧିକ ଦୃଢ଼ ଓ ଅଧିକ ଦୟାଳୁ ମଣିଷରେ ପରିଣତ କରିଥାଏ... 🙏ଜୟ ଜଗନ୍ନାଥ🙏
https://youtu.be/SRa1v3voecc?si=LgG82DZSmA9ulX3z
ନିଜର ଭଲମନକୁ କେବେ ହରାନ୍ତୁ ନାହିଁ, କିନ୍ତୁ ଅନ୍ୟମାନଙ୍କୁ ତାହାର ଫାଇଦା ଉଠାଇବାକୁ ମଧ୍ୟ କେବେ ସୁଯୋଗ ଦିଅନ୍ତୁ ନାହିଁ। ଦୟାଳୁ ହୁଅନ୍ତୁ, କିନ୍ତୁ ବିବେକୀ ମଧ୍ୟ ହୁଅନ୍ତୁ। ନମ୍ର ହୁଅନ୍ତୁ, କିନ୍ତୁ ନିଜର ମୂଲ୍ୟ ଓ ମର୍ଯ୍ୟାଦାକୁ ମଧ୍ୟ ଜାଣନ୍ତୁ...🙏ଜୟ ଜଗନ୍ନାଥ🙏
https://youtu.be/bBx82s7lh38?si=J3kT1hgA7sh2JEY8
କୌଣସି ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ନେବାବେଳେ ଏଇଟା ଭାବନ୍ତୁନି ଯେ, ଆପଣ ତାଙ୍କୁ ତାଙ୍କର ଶେଷ ଠିକଣାକୁ ନେଇକି ଯାଉଛନ୍ତି। ବରଂ, ଏଇଟା ଭାବନ୍ତୁ ସେଇ ମୃତ ବ୍ୟକ୍ତି ଆପଣଙ୍କୁ ଆପଣଙ୍କ ଶେଷ ଠିକଣା ଦେଖାଇବାକୁ ନେଉଛନ୍ତି, ଯେଉଁଠି ସବୁ ଅହଙ୍କାର ଶେଷ...🙏ଜୟ ଜଗନ୍ନାଥ🙏
https://youtu.be/Tx_sVUViH0o?si=exGvaUFtVQpEChUA
କିଛି ସ୍ଥାୟୀ ନୁହେଁ, ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ କାରଣ ପରିସ୍ଥିତି ଯେତେ ଖରାପ୍ ହେଲେ ମଧ୍ୟ ଏହା ବଦଳି ଯିବ... 🙏ଜୟ ଜଗନ୍ନାଥ🙏
https://youtu.be/bh_HU8QRj-E?si=5FYGocRcqakCxcd0
ଜୀବନ ଏକ ପରୀକ୍ଷା, ଖୁସି ସବୁଠାରୁ ମଧୁର ବିଶ୍ରାମ, ଏବଂ ଅତ୍ୟଧିକ ଚିନ୍ତା କେବଳ ବୃଥା... ମନେ ରଖନ୍ତୁ ଆମେ ସମସ୍ତେ ଏହି ପୃଥିବୀରେ ଅଳ୍ପ ସମୟ ପାଇଁ ଆସିଥିବା ଅତିଥି। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ନେହରେ ସାଇତି ରଖନ୍ତୁ....🙏ଜୟ ଜଗନ୍ନାଥ🙏
https://youtu.be/KcIHxeY91n0?si=VIgkxtIwXBnGlNBX
https://youtu.be/GjhQ3aJFXr8?si=LUmE7wMKWGzHJyJ1
ବିଶ୍ୱାସ ଥିଲେ ଜଣେ ଆଉ ଜଣଙ୍କ ନୀରବତାକୁ ବି ବୁଝିପାରେ। କିନ୍ତୁ, ବିଶ୍ୱାସ ନଥିଲେ ସରଳ ଭାଷା ମଧ୍ୟ ତା ପାଖରେ ଅବୁଝା ହୋଇ ପଡେ....🙏ଜୟ ଜଗନ୍ନାଥ🙏
https://youtu.be/vWtpoA76WGc?si=fEMfSfRE7u_xSU01
କିଏ ଖରାପ୍ କିଏ ଭଲ ଏ ସବୁ ଆମ ମନ ଉପରେ ନିର୍ଭର କରେ, ଆମେ ଯାହାକୁ ଭଲ ପାଉ ତା'ର ଖରାପ୍ ଗୁଣ ଦେଖୁନା ଆଉ ଯାହାକୁ ଘୃଣା କରୁ ତା'ର ଭଲ ଗୁଣ ଦେଖୁନା...🙏ଜୟ ଜଗନ୍ନାଥ🙏
ଜଣେ ବ୍ୟକ୍ତି ସେତେବେଳେ ନିଜ ଉପରେ ଅତୁଟ ବିଶ୍ଵାସ ରଖିପାରେ ଯେତେବେଳେ ସେ ନିଜକୁ ଭଲପାଉଥିବ ଏବଂ ନିଜ ଲକ୍ଷ୍ଯ ପ୍ରତି ଅଗ୍ରସର ହେବା ନିମନ୍ତେ ଉତ୍ସାହିତ ହୋଇଥିବ... 🙏ଜୟ ଜଗନ୍ନାଥ🙏
https://youtu.be/ESZIyuow5jI?si=gtRR3SIAxug7S425
BOOK ORDER NOW - https://superprofile.bio/vp/6a5989f107d52e0013bfe3ac