SSC OSSC OSSSC OPSC GOVT Exam
СтатистикаFree SSC OSSC OSSSC OPSC Preparation Channel
- Последний пост
- 14 авг.
- Последнее чтение
- 13 авг.
- Постов за неделю
- 6
- Всего постов
- 23
- Тип
- открытый
- Язык
- or
- В каталоге с
- 13 авг.
- 1/24сутки в ленте
- 307
- 1/48двое суток
- 351
- 1/72трое суток
- 379
Оценка по просмотрам недавних постов: пост набирает почти всё за первые сутки.
Посты
видео или голосовое, без подписи
видео или голосовое, без подписи
видео или голосовое, без подписи
OPSC ASO Notification 2026 🔥 Big Update | Vacancy, Date & Eligibility Live at 10.30 pm. https://youtube.com/live/beujF_sNSQA?feature=share
OPSC ASO 2026 Free Youtube Class 12 Subject : English Topic : Compound Complex Sentence Clause at 10.00 PM: https://www.youtube.com/watch?v=1ScXuNVUNUA
ଅଗଷ୍ଟ ମାସ 5 ରୁ 10 ସମସ୍ତ ପ୍ରମୁଖ ଘଟଣା । ଆମ YTକୁ Subscribe କରନ୍ତୁ । ଅଧିକା MCQ video ପାଇବା ପାଇଁ । https://youtube.com/@shidharrtheducation?si=2rAbGRkONT9PrY7j
OPSC ASO 2026 Free Youtube Class 11 Subject : Polity Topic : Historical Background of Constitution at 10.00 PM: https://www.youtube.com/watch?v=1mMR8HA4Dck
OPSC ASO 2026 Free Youtube Class 10 Subject : Geography Topic : Introduction to Indian Geography Live 8 PM. https://www.youtube.com/watch?v=QT7j4Pu-ibs
ଅଗଷ୍ଟ ମାସ 1 ରୁ 5 ସମସ୍ତ ପ୍ରମୁଖ ଘଟଣା । ଆମ YTକୁ Subscribe କରନ୍ତୁ । ଅଧିକା MCQ video ପାଇବା ପାଇଁ । https://youtube.com/@shidharrtheducation?si=2rAbGRkONT9PrY7j
NCERT Free Youtube Class 9 Subject : Modern History Topic : Congress Seasons for all Exams Live at 8.30 PM.https://www.youtube.com/watch?v=zDCCLUtx_fU
NCERT Free Youtube Class 8 Subject : Science Topic : Physics for all Competitive Exams live 10.30 PM :https://youtube.com/live/KtFL51tZc00?feature=share
NCERT Free Youtube Class 6 Subject : Odia Topic : Odia Grammar for all Competitve Exams live 10.30 PM. https://www.youtube.com/watch?v=HOwgQlq6jzs
July 21st to 31st National & International Important Current Affairs 2026 I Best Current Affairs GK LIVE 8 PM. https://youtube.com/live/0OwaDy0RmmA?feature=share
Odisha Current Affairs 21st to 31st July 2026 I OSSC OSSSC OPSC SSB OUSSSC Teaching Exam Important Live 11.15 PM https://youtube.com/live/RhgJ8OA0KWA?feature=share
NCERT Free Youtube Class 4 Subject : Economics Topic :Introduction to Economics all Competitve Exams Live 10.30 PM: https://www.youtube.com/watch?v=w4CA2mvz9J8
*ଖବର ଆଜିର* ତାରିଖ:୩୧/୦୭/୨୬, ଶୁକ୍ରବାର ୧-ନୂଆ ଦିଲ୍ଲୀ:ପରିବାର ଆୟଠୁ ଦ୍ରୁତ ବେଗରେ ବଢ଼ିଛି ଶିକ୍ଷା ଖର୍ଚ୍ଚ।ମୋଟା ଅଙ୍କର କୋଚିଂ ଫି ଦେଇ ଦବି ଗଲେଣି ଅଭିଭାବକ। ହାରାହାରି ପାରିବାରିକ ଆୟ ୧୧.୯ % ବଢ଼ିଥିବା ବେଳେ ଶିକ୍ଷା ବାବଦରେ ବ୍ଯୟ ୧୫.୭% ବଢ଼ିଛି। ୨-ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା, ବନ୍ୟା ଛାଡିଲେ ହେବ କ୍ଷୟକ୍ଷତିର ଆକଳନ। ୩-ଆନନ୍ଦପୁର ରିଙ୍ଗ୍ ରୋଡ୍ ଟ୍ରାଜେଡି; ବନ୍ୟା ସ୍ରୋତରେ ଭାସିଯାଇଥିଲା କାର୍, ୩୦ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ମିଳିଲା ମୃତଦେହ। ୪-ଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ ପେପର୍ ଲିକ୍ ଅଭିଯୋଗ, ହ୍ୱାଟ୍ସଆପ୍ ଗ୍ରୁପକୁ ନେଇ ତଦନ୍ତ ଆରମ୍ଭ। ୫-ଭୁବନେଶ୍ୱର:ଅଗଷ୍ଟ ୨ରୁ ବଢ଼ିବ ବର୍ଷାର ପରିମାଣ,୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା। ୬-ଭଦ୍ରକରେ ନୂଆ ପ୍ରଶାସନିକ ମୁଖ୍ୟ; ସୋମେଶ କୁମାର ଉପାଧ୍ୟାୟଙ୍କୁ ଦିଆଗଲା ବଡ଼ ଦାୟିତ୍ୱ। ୭-‘ଇଣ୍ଡିଆନ୍ ଆଇଡଲ୍’ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ନବୀନ ନିବାସରେ ଦିଆଗଲା ସମ୍ବର୍ଦ୍ଧନା। ୮-ଭରତପୁର ଶୁଭଶ୍ରୀ ନାୟକ ହତ୍ୟା ମାମଲା: ସ୍ୱାମୀ ଓ ଗାର୍ଲଫ୍ରେଣ୍ଡଙ୍କୁ ଆଜୀବନ କାରାଦଣ୍ଡ। ୯-ଭରତପୁର,ପାଣ୍ଡାକୁଦିଆ ବସ୍ତି:ଶହେ ଟଙ୍କା ଦେଲେନି ସ୍ତ୍ରୀ, ଫ୍ୟାନ୍ ରେ ଝୁଲି ପଡ଼ିଲେ ସ୍ବାମୀ। ୧୦-ଭଦ୍ରକରେ ବନ୍ୟାର ଦ୍ୱିତୀୟ ମାଡ଼;୨୪ ଗାଁ ବିଚ୍ଛିନ୍ନ,୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଜଳମଗ୍ନ ଚାଷଜମି। ୧୧-କେନ୍ଦ୍ରାପଡ଼ା: ବ୍ରାହ୍ମଣୀ,କାଣୀ ଓ ଖରସ୍ରୋତାରେ ବନ୍ୟା, କେନ୍ଦ୍ରାପଡ଼ା ୪ ବ୍ଲକ୍ ର ୯୭ ଗାଁ ଜଳବନ୍ଦୀ। ୧୨-ବାଳକାଟି:ଚାଲିଥିଲା ବେଆଇନ ଆଖଡ଼ା ଶାଳା, ନିଶା ମହାରଣାଙ୍କ ଯାତ୍ରା ପାର୍ଟିରେ ଚଢଉ, ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ। ୧୩-କଟକ:ଲାଞ୍ଚ ନେବା ଅଭିଯୋଗରେ ଥାନା ଏଏସ୍ଆଇ ଅମିୟ କୁମାର ବେହେରାଙ୍କୁ ୪ ବର୍ଷ ଜେଲ୍। ୧୪-ଭୁବନେଶ୍ୱର:ଅଗଷ୍ଟ ୨୮ ଯାଏଁ ଶ୍ରାବଣ ମାସ,ମେଷ, ବୃଷ, ସିଂହ, କର୍କଟ ଓ ମକର ରାଶି ଉପରେ ରହିବ ଶିବଙ୍କ କୃପା। ୧୫-ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ,ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା। ୧୬-ସଂସଦରେ ପରୀକ୍ଷା ବିଲ୍ ପାରିତ, ଗୃହରେ ଉପସ୍ଥିତ ରହିଲେ ବିଜେଡି ଓ ଡିଏମକେ ସଦସ୍ୟ, ବିରୋଧୀଙ୍କ କକ୍ଷତ୍ୟାଗ। ୧୭-ରାହୁଲଙ୍କ ‘ଇଡିଅଟ୍’ ଶବ୍ଦରୁ ଲୋକସଭାରେ ହଙ୍ଗାମା, ରେକର୍ଡରୁ ହଟାଇବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ। ୧୮-ସାମାଜିକ କର୍ମୀ ହେବାର ଅଛି ତ ଜେଲ୍ ବି ଯିବାକୁ ପଡିବ, ଛାତ୍ରଙ୍କ ଉପରେ ପୋଲିସର ଆକ୍ସନ ନେଇ କହିଲେ ଜେପି ନଡ୍ଡା। ୧୯-ପେଲେଟ୍ ଗନ୍ ପିଡ଼ିତଙ୍କ ଚିକିତ୍ସା କର: ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ୨୦-ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲେ, କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀକୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ ୨୧-କମନୱେଲଥ ଗେମ୍ସରେ ପଦକ ବର୍ଷା, ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତା।
*ଖବର ଆଜିର* ତାରିଖ:୩୦/୦୭/୨୬, ଗୁରୁବାର ୧-ବନ୍ୟାକୁ ନେଇ ସରକାର ହାଇ ଆଲର୍ଟ; ପ୍ରଭାବିତ ଜିଲ୍ଲାରେ କର୍ମଚାରୀଙ୍କ ଛୁଟି ବାତିଲ, ଆଜି ସନ୍ଧ୍ୟାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା। ୨-ଭୁବନେଶ୍ୱର:ଏବେ ବି ହଟୁନି ମାଗଣା ଶିକ୍ଷା ଦ୍ଵନ୍ଦ, ପୁନଃ ନାମଲେଖା ପାଇଁ ଦେବାକୁ ପଡୁଛି ଫି। ଅଭିଭାବକ ମହଲରେ ବଢୁଛି ଅସନ୍ତୋଷ। ୩-ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନେ ପଢ଼ିବେ ଷ୍ଟକ୍ ମାର୍କେଟ ପାଠ। ୪-ରାଜ୍ୟରେ ବନ୍ୟା ବିଭୀଷିକା ନେଇ SRCର ବଡ଼ ରିପୋର୍ଟ; ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୪ ଜଣଙ୍କ ମୃତ୍ୟୁ। ୫-ବନ୍ୟା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ସାପ କାମୁଡା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ। ୬-ରାଜସ୍ୱ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ, ଅସୁବିଧାରେ ଥିଲେ ୧୧୨ ନଂକୁ କରନ୍ତୁ ଯୋଗାଯୋଗ। ୭-ବନ୍ୟା ବିପଦରେ ଦେବଦୂତ ସାଜିଲା ଅଗ୍ନିଶମ ବାହିନୀ;୨୪ ଘଣ୍ଟାରେ ୨୧୨ ଜଣଙ୍କୁ ଉଦ୍ଧାର, ୧୨୦ ଗୃହପାଳିତ ପଶୁଙ୍କୁ କଲେ ଉଦ୍ଧାର। ୮-ଢେଙ୍କାନାଳ:ଠୁଳ କରିଥିଲେ ୨୭ ଲକ୍ଷରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି, ଅବସର ପରେ ବି ପୂର୍ବତନ ଯନ୍ତ୍ରୀ ଶିବନାରାୟଣ ପାଳ ହେଲେ ଦଣ୍ଡିତ। ୯-ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ଥିଲା। ୧୦-ସ୍ନାତକ ଆଡ଼ମିଶନ ପାଇଁ ପ୍ରକାଶ ପାଇଲା ତୃତୀୟ ମେଧା ତାଲିକା, ଇଂରାଜୀ ବିଷୟ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ। ୧୧-ନିଳଗିରି:ପ୍ରବଳ ବର୍ଷାରେ ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଉପରକୁ ଯିବାକୁ ବାରଣ। ୧୨-ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ଲାଗିବନି ରୋକ, ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ୧୩-ଲଗାଣ ବର୍ଷାରେ ଆସାମରେ ହାହା କାର, ଅସ୍ତବ୍ୟସ୍ତ ଜନଜୀବନ। ୧୪-ପ୍ରେମ ପାଇଁ ହାଇଭୋଲଟେଜ୍ ଡ୍ରାମା! ଘଟଗାଁ ତାରିଣୀ ମନ୍ଦିର ଚୂଳରେ ବସି ପ୍ରେମିକର ଜିଦ୍। ୧୫-ନ ଖେଳି ବି ସୂର୍ଯ୍ୟଙ୍କ ଜଲଓ୍ଵା ଜାରି, ICC ରାଙ୍କିଂରେ ଶ୍ରେୟସଙ୍କଠୁ ଏବେ ବି ଆଗରେ। ୧୬-ମୁମ୍ବାଇ:୨ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଲା IPL ବ୍ରାଣ୍ଡ ଭାଲ୍ୟୁ, ୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ୧୭-ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ;ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍। ୧୮-UAEରେ ଭାରତୀୟଙ୍କ ଲାଗି ବଡ଼ ସୁବିଧା, UPIରେ ବୁକ୍ କରିହେବ ବୁର୍ଜ ଖଲିଫା ‘ଆଟି ଦି ଟପ୍’ ଟିକେଟ୍। ୧୯-ରୁଷ୍ ରୁ ତେଲ କିଣିଲେ ୧୦୦% ତାରିଫ୍,ରୁଷ୍ କଟକଣା ବିଲ୍ ଆଣିଲା ଆମେରିକା। ୨୦-ତେହେରାନ:ଟ୍ରମ୍ପ୍ଙ୍କ ଧମକ ପରେ ଇରାକ ଉପରେ ଇରାନର ଆକ୍ରମଣ, ଯୁଦ୍ଧରେ ସାଉଦିର ଏଣ୍ଟ୍ରି।
NCERT Foundation Class Youtubeରେ Free Batch Live 8.30 PM. Introduction to Computer Class: https://youtube.com/live/qXXNJhsKODg?feature=share
*ଖବର ଆଜିର* ତାରିଖ:୨୯/୦୭/୨୬, ବୁଧବାର ୧-ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା, ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଜଳବନ୍ଦୀ ସ୍ଥିତି। ବୈତରଣୀରେ ଆସୁଛି ବଡ଼ ବନ୍ୟା। ୨-ପୁରୀ:ଆଜି ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୧ଟା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୩-ଭୁବନେଶ୍ବର: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ୪-ବର୍ଷା-ବନ୍ୟା ପାଇଁ ବଡ଼ ନିଷ୍ପତ୍ତି,ଭଦ୍ରକ ଓ ବାଲେଶ୍ବରରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି। ୫-ନନ୍ଦନକାନନ:ପଟିଆ-ତ୍ରିଶୁଳିଆ ରାସ୍ତାରେ ବୁଲାଗୋରୁ,ମାସକରେ ହେଲାଣି ୫୬ଟି ଦୁର୍ଘଟଣା। ୬-ଯାଜପୁର:ଖରସ୍ରୋତା ନଦୀରେ ପୁଣି କୁମ୍ଭୀର ଆତଙ୍କ; ଗାଧୋଉଥିବା ବେଳେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର। ୭-ଭିତରକନିକାରେ ସରିଲା କୁମ୍ଭୀର ବସା ଗଣନା, ଚିହ୍ନଟ ହେଲା ୧୧୭ଟି ବସା। ୮-ଆଜି ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ଅଭିଯାଗରେ ହୋଇଛି ମାମଲା। ୯-ସିଏମଓରୁ ଫାଇଲ ହଜିବା ମାମଲାରେ ବଡ଼ ଖୁଲାସା; ଦସ୍ତଖତ କରିଥିବା ଅଧିକାରୀ ଚିହ୍ନଟ, ତଦନ୍ତ ଶେଷ ପର୍ଯ୍ୟାୟରେ। ୧୦-ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲା କଂଗ୍ରେସ, ଗାନ୍ଧୀ ମାର୍ଗରେ କଲା ଜୋରଦାର ବିକ୍ଷୋଭ। ୧୧-ଭୁବନେଶ୍ୱର: ପ୍ରାକ୍ ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ସ୍କଲାରସିପ୍ ଓଡ଼ିଶା ପୋର୍ଟାଲରେ ଆଜିଠୁ ଆବେଦନ ଆରମ୍ଭ। ୧୨-ଲଗାଣ ବର୍ଷା: ଜଳସ୍ତର ବୃଦ୍ଧି ପାଉଥିବା ପ୍ରଭାବିତ ଜିଲ୍ଲାର ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ। ୧୩-ଡେରାବିଶ,ବଘାଳୋ:ବାଲିଆରୁ ବଘାଳୋ ଦେଇ ବେଲରପା ଯାଏଁ ଯାଇଥିବା ରାସ୍ତାରେ ଖାଲଖମା ଭର୍ତ୍ତି, ରାସ୍ତା ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି। ୧୪-ଓଡ଼ିଶା ଜେଲ୍ରେ ନୂଆ ପଦକ୍ଷେପ; ସ୍ୱାଧୀନତା ଦିବସରୁ କଏଦୀ ଦେଖିବେ ଦେଶଭକ୍ତି ଚଳଚ୍ଚିତ୍ର। ୧୫-ଭୁବନେଶ୍ୱର:ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ କଲା STF; ୩ ଗିରଫ, ୩.୮୬ ଲକ୍ଷ ଟଙ୍କା ଜବତ। ୧୬-ଆକ୍ସନ ମୋଡରେ ସରକାର; ଫୁଲବାଣୀ ମେଡିକାଲ କଲେଜ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାଁରେ ହେଲା ନାମିତ। ୧୭-ଡିଗ୍ରୀ ଅଛି କିନ୍ତୁ କାମ ନାହିଁ, ଭାରତରେ ବଢୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା; ଓଡ଼ିଶାର ସ୍ଥିତି ଚିନ୍ତାଜନକ। ୧୮-ଶିକ୍ଷକଙ୍କୁ ଏସ୍ଆଇଆରରେ ନିଯୁକ୍ତି କର, କିନ୍ତୁ ବୋଝ ହେବା ଉଚିତ ନୁହେଁ: ଦିଲ୍ଲୀ ହାଇକୋର୍ଟ। ୧୯-ନୂଆ ଦିଲ୍ଲୀ:“ଦିଲ୍ଲୀ ଲକ୍ଷ୍ମୀ ଯୋଜନା”କୁ ମଞ୍ଜୁରୀ,ମହିଳାଙ୍କୁ ପ୍ରତି ମାସରେ ସରକାର ଦେବେ ୨୫୦୦ ଟଙ୍କା। ୨୦-ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ନାବାଳକ ପ୍ରଦର୍ଶନକାରୀଙ୍କୁ ତୁରନ୍ତ ଛାଡ଼। ୨୧-NEET-UG ପେପର ଲିକ୍ ମାମଲା: ୧୩ ଜଣଙ୍କ ବିରୋଧରେ CBIର ପ୍ରଥମ ଚାର୍ଜସିଟ୍। ୨୨-ଭାରତ-ଚୀନ୍ ପୁଣି ଖୋଲିବେ ଐତିହାସିକ ସିଲ୍କ ରୁଟ୍: ପୁନର୍ବାର ଆରମ୍ଭ ହେବ ନାଥୁ ଲା ପାସ୍ ଦେଇ ବାଣିଜ୍ୟ।
100 ଘଣ୍ଟାର NCERT Foundation Class Youtubeରେ Free Batch Live 9.00 PM. https://youtube.com/live/ufdy7aNawYM?feature=share