- Последний пост
- 29 июл.
- Последнее чтение
- 13 авг.
- Постов за неделю
- 0
- Всего постов
- 20
- Тип
- открытый
- Язык
- or
- В каталоге с
- 13 авг.
- 1/24сутки в ленте
- 332
- 1/48двое суток
- 380
- 1/72трое суток
- 410
Оценка по просмотрам недавних постов: пост набирает почти всё за первые сутки.
Посты
2012 ରୁ ଅଦ୍ୟାବଧି OTET ପରୀକ୍ଷା ଫଳ ପ୍ରକାଶନ ତାରିଖ (Date of Publication of Result)
Share Scheme_of_lessons_ବାର୍ଷିକ_ପାଠ୍ୟ_ଖସଡା_୨୦୨୬_୨୭_ପ୍ରଥମ_ରୁ_ପଞ୍ଚମ.pdf
Sent from WhatsApp wa.me/919437953730?source=exsh
🚨 ପ୍ରକାଶ ପାଇଲା B.Ed., B.H.Ed. ଏବଂ M.Ed. ପ୍ରବେଶିକା ପରୀକ୍ଷା ତାରିଖ - ୨୦୨୬! 🗓️ B.Ed. (Arts & Science): ୩୧.୦୫.୨୦୨୬ (ସକାଳ ୧୦:୦୦ ରୁ ଦୁଇପ୍ରହର ୧୨:୦୦) B.H.Ed. (Hindi): ୦୩.୦୬.୨୦୨୬ (ସକାଳ ୧୦:୦୦ ରୁ ଦୁଇପ୍ରହର ୧୨:୦୦) M.Ed.: ୦୩.୦୬.୨୦26 (ଅପରାହ୍ନ ୦୩:୦୦ ରୁ ସଞ୍ଜ ୦୫:୦୦) 🎟️ ଆଡମିଟ୍ କାର୍ଡ: ୨୭.୦୫.୨୦୨୬ (ସକାଳ ୧୧:୦୦) ରୁ ୱେବସାଇଟ୍ www.ssbodisha.ac.in ରେ ଉପଲବ୍ଧ ହେବ। *Follow the ଓଡ଼ିଶା ଶିକ୍ଷା ସୂଚନା channel on WhatsApp:* https://whatsapp.com/channel/0029VaD4x41InlqH3Jdvs62C
🔴 *ଖୋଲିଲା ବାଟ... ଖୁବ୍ ଶୀଘ୍ର ପ୍ରାଥମିକ ଶିକ୍ଷକଙ୍କୁ ମିଳିବ Promotion* *👉Gradation List ପ୍ରସ୍ତୁତ ପାଇଁ DEO ଙ୍କୁ Letter* 👉*ଆସିଲା Government Clarification* *👉ad-hoc promotion କଣ ???* https://youtu.be/D-YQ_-0m_Rk *🙏Please LIKE COMMENT & SHARE🙏*
Sent from WhatsApp wa.me/919437953730?source=exsh
*ଆଜିର ବାର୍ତ୍ତା LIVE* *👉୩୭ ଦିନରେ ପହଞ୍ଚିଲା ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଂଘ ର ଗଣଧାରଣା* https://youtu.be/lhEjWLlfbIs
без подписи
Document from ABHAYA KUMAR PRADHAN
📚👆🏻*୨୦୦୦---୨୦୨୬* *ଶିକ୍ଷା କର୍ମୀ ଠାରୁ ଆରମ୍ଭ କରି ଆଜି ଯାଏ ଶିକ୍ଷକ ନିଯୁକ୍ତି ର ସବୁ ଵିଜ୍ଞାପନ...*📚
Document from ABHAYA KUMAR PRADHAN
LTR ORIENTATION ON 23 APRIL👍
*ଆସିଲା ଆଜିର ଗଣଧାରଣା ର LIVE ଚିତ୍ର,6+6 4200 GP ଦାବିରେ ପ୍ରାଥମିକ ଶିକ୍ଷକ ମହାସଂଘ ର ଆନ୍ଦୋଳନର ପଞ୍ଚମ ଦିନ* 👉*ରବିବାର, ବଡ଼ ଖବର* https://youtu.be/iqssUWvhxzo
*ଚତୁର୍ଥ ଦିନ ରେ ପ୍ରାଥମିକ ଶିକ୍ଷକ ମହାସଂଘ ର ଗଣଧାରଣା ଜାରି, ଆସିଲା ଆବାହକ ରାମଲାଲ ପଟେଲ୍ ସାର୍ ଓ ବଙ୍କିମ ସାଗର ସାର୍ ଙ୍କ ବାର୍ତ୍ତା* https://youtu.be/UaU_8GQUcJI
📢 ଗୁରୁତ୍ୱପୂର୍ଣ୍ଣ ସୂଚନା 📢 ବର୍ତ୍ତମାନ ଚାଲୁଥିବା SIR କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ BLO (Booth Level Officer) ଙ୍କର transfer ଉପରେ ପ୍ରତିବନ୍ଧକ ଜାରି ହୋଇଛି। 👉 ନିର୍ବାଚନ ଆୟୋଗର ନିର୍ଦ୍ଦେଶ ଅନୁସାରେ ଏହି ଆଦେଶକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। 👉 ସମସ୍ତ DEO ଓ BEO ଙ୍କୁ ଏହାକୁ “ଅତ୍ୟନ୍ତ ଜରୁରୀ” ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 📝 ଶିକ୍ଷା ବିଭାଗର ପକ୍ଷରୁ ଜାରି ଏହି ନିର୍ଦ୍ଦେଶ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦରକାରୀ।
OTET Result Publication Date From 2012 onwards.
https://youtu.be/56JUHRXL8FM?si=rDVwf9JOKeyqc_tU
Document from ABHAYA KUMAR PRADHAN
Document from ABHAYA KUMAR PRADHAN
Self Enumeration (ସ୍ୱ-ଗଣନା) କିପରି କରିବେ । Step by Step Process... https://youtu.be/Mg9nzFtHH5o