ଓଡ଼ିଆ ଅନାବନା
Статистикаଏହି ସମୂହରେ ଆପଣମାନେ ଜଣାଅଜଣା କଥା,ବିକ୍ରମ ବେତ୍ତାଳ ଗଳ୍ପ,ଅବୋଲକରା କାହାଣୀ ବତ୍ରିଶ ସିହାଂସନ ଏବଂ ଅନ୍ଯାନ୍ଯ ଗଳ୍ପ କାହାଣୀ ପ୍ରବନ୍ଧ ଦୌନିକ ରାଶିଫଳ ପାଞୀି ସବୁ ପାଇବେ । ବି.ଦ୍ର- ଯଦି ଆପଣ ମାନଙ୍କୁ ଆମ ସମୂହଟି ଭଲ ଲାଗୁଛି ତେବେ ଦିଆଯାଇଥିବା ସମୂହର ସଂଯୋଗ ଟିକୁ ଅନ୍ୟତ୍ର ପ୍ରେରିତ କରନ୍ତୁ ।
- Последний пост
- 18 мая
- Последнее чтение
- 13 авг.
- Постов за неделю
- 0
- Всего постов
- 20
- Тип
- открытый
- Язык
- or
- В каталоге с
- 13 авг.
- 1/24сутки в ленте
- —
- 1/48двое суток
- —
- 1/72трое суток
- —
Оценка по просмотрам недавних постов: пост набирает почти всё за первые сутки.
Посты
🍃🌾🌾 *18 MAY 2026* 🦋 *आज की प्रेरणा* 🦋 यदि जीवन में लोकप्रिय होना हो तो सबसे ज्यादा "आप" शब्द का, उसके बाद "हम" शब्द का और सबसे कम "मैं" शब्द का उपयोग करना चाहिए। *आज से हम* अपने जीवन में दूसरों को अधिक से अधिक महत्व दें... 💧 *TODAY'S INSPIRATION* 💧 To become popular in life use the word "You" as much as you can then the word "we" but least use the word "I" ! *TODAY ONWARDS LET'S* always give more preference to others in our life. 🍃💫🍃💫🍃💫🍃💫🍃💫🍃
😊 😊 😊 *ABHIYAN*😊 😊 😊 🌹 एक प्रयास... *TODAY'S AFFIRMATION* 18 May 2026 कठिन परिस्थितियों में ही आप खुलते हैं इसलिए उन अनुभव को अपनाएं जो आपको यही दिखाने के लिए तैयार किए गए हैं कि आप वास्तव में कितने अद्भुत हैं । जीवन एक अद्भूत पाठशाला है, इसलिए एक उत्सुक छात्र की भांति हर पल सीखने की कोशिश करें । आपकी आगे बढ़ने की संभावनाएँ अनंत है। 💫🍃💫🍃💫🍃💫🍃💫🍃💫
.. *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_* *🏪ତାରିଖ : ୧୮.୦୫.୨୦୨୬ ସୋମବାର* ⚜⚜⚜⚜⚜⚜⚜⚜⚜⚜⚜ *📝ଭାଗୁଆଳି ହୋଇ ଯାହାବି କରିଲେ,* *ପଶ୍ଚାତାପ ହୁଏ ସାର।* *ସମୟ ପଡ଼ିଲେ ଦୁହିଁଙ୍କ ଭିତରେ,* *ପଡେନି କିଏ କାହାର।* *📝ସମୟ କେବେ କାହାକୁ ଅପେକ୍ଷା କରେ ନାହିଁ, କିନ୍ତୁ ଏଠି ସମୟ ସହ ତାଳ ଦେଇ ଆଜୀବନ ବଞ୍ଚିବାକୁ ପଡିଥାଏ, ଆଜି ସମୟ ଏପରି ପରିବର୍ତ୍ତନ ହୋଇଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଧେଶ୍ୟ ଚିହ୍ନିବା ଅତ୍ଯନ୍ତ କଷ୍ଟକର ।* *📝ନିଜ ଶରୀରକୁ ଆବଶ୍ୟକଠୁ ଅଧିକ ସଜାଅ ନାହିଁ କାରଣ ସେ ତ ଦିନେ ମାଟି ସହ ମିଶି ଯିବ, ସଜାଇବାକୁ ହେଲେ ନିଜ ଚରିତ୍ରକୁ ସଜାଅ କାରଣ ମୃତ୍ୟୁ ପରେ ବି ଲୋକେ ତୁମକୁ ମନେ ପକେଇବେ ।* *📝ଆଜିର ଦୁନିଆରେ "ଅର୍ଥ "ମଣିଷର ଅବସ୍ଥିତି Change କରି ଦେଉଛି।ଅବସ୍ଥିତି ସହ ଆପଣ ନିଜର ସ୍ବଭାବର Change କରିବାକୁ ଚେଷ୍ଟା କରନ୍ତୁ,ଆହୁରି ଅନେକ କିଛି ମିଳିବ ।* *✳ଶୁଭ ସକାଳ✳* *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹* _*ଦିନଟି ଆପଣଙ୍କର ମଙ୍ଗଳମୟ ହେଉ*_ ▪️▪️▪️▪️▪️▪️▪️▪️▪️▪️▪️
.. *🎪🛕ଆଜିର ଅନୁଚିନ୍ତା🛕🎪* *🍁🍁🍁🍁🍁🍁🍁🍁🍁🍁* ********** *✤• • • • • • ✤ • • • • • • ✤• • • • • • ✤* *🦋 ଭୁଲ୍ କଲେ ଜୀବନ ବୋଝ ପରି ଲାଗିଥାଏ । ଆଉ ଠିକ୍ କଲେ ଜୀବନରେ କଷ୍ଟ ଆସିଥାଏ ସତ,ହେଲେ ମନ କିନ୍ତୁ ସର୍ବଦା ଆନନ୍ଦିତ ରହିବା ସହିତ ପଶ୍ଚାତାପ ଆଦୌ ବି ହୋଇନଥାଏ।* *🦋 ଅନ୍ୟର ଭୁଲ ଦେଖି ତାତ୍ସଲ୍ୟ କରୁଥିବା ବ୍ୟକ୍ତି ଜଣକ ମନେ ରଖିବା ଉଚିତ,ଆସନ୍ତା କାଲି ସମୟ ତା' ନିଜ ପାଇଁ ମଧ୍ୟ ଖରାପ ହୋଇ ପାରେ।* *🦋 ଇଚ୍ଛାକୁ ଜୟ କର କିମ୍ବା ନିୟନ୍ତ୍ରଣ କର ତାପରେ ତୁମେ ଶାନ୍ତିରେ ବଞ୍ଚି ପାରିବ,ନଚେତ୍ ଯେ ପର୍ଯ୍ୟନ୍ତ ସେ ଇଚ୍ଛା ପଛରେ ଦୌଡ଼ିବ ସେ ପର୍ଯ୍ୟନ୍ତ ଶାନ୍ତିରେ ବଞ୍ଚିପାରିବ ନାହିଁ।* *🦋 ଅନେକ ସମୟରେ ଲୋକେ ଭଲ ବହି ଆଉ ଭଲ ମଣିଷଙ୍କୁ ଠିକ୍ ଭାବେ ବୁଝି ପାରିନଥାନ୍ତି।* *🌞ଶୁଭ ସକାଳ🌞* *ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!* *🙏🏻 🔘ଜୟ ଜଗନ୍ନାଥ🔘🙏🏻*
без подписи
ସୋମବାର : ଆଜିର ରାଶିଫଳ ଏବଂ ମହାବୀର ପଞ୍ଜିକା !
без подписи
без подписи
🍃🌾🌾 *16 MAY 2026* 🦋 *आज की प्रेरणा* 🦋 जीवन में सफल होने के लिए उन बीती हुई समस्याओं को भूल जाएं जो आपके जीवन में आयी थी लेकिन उनसे मिलने वाली सीख को हमेशा ध्यान रखें। *आज से हम* बीती हुई बातों से एक सीख लेकर जीवन में आगे बढ़ते रहें... 💧 *TODAY'S INSPIRATION*💧 To be successful in life, forget the problems that you faced... But don't forget the lessons that you learn from those lessons! *TODAY ONWARDS LET'S* learn from our past experiences and move ahead on life. 🍃💫🍃💫🍃💫🍃💫🍃💫🍃
😊 😊 😊 *ABHIYAN* 😊 😊 😊 🌹 एक प्रयास... *TODAY'S AFFIRMATION* 16 May 2026 अपने सभी सपनों पर विश्वास करने के लिए आज का दिन उत्तम है । भरोसा करें कि आपको सुख समृद्धि बनाने की योजना पहले से निर्धारित है ।आपकी सफलता पहले से ही तय की जा चुकी है । भरोसा करें कि आप जो चाहते हैं वह पहले ही हो चुका है । 🍃💫🍃💫🍃💫🍃💫🍃💫🍃
.. *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_* *🏪ତାରିଖ : ୧୬.୦୫.୨୦୨୬ ଶନିବାର* ⚜⚜⚜⚜⚜⚜⚜⚜⚜⚜⚜ *📝ଶୂନ୍ୟସ୍ଥାନ ଏଠି ଶୂନରେ ରହିଵ,* *ଜୀବନ ଗଣିତ ଧରି।* *ଶୂନରୁ ଆରମ୍ଭ ଶୂନରେ ତ ଶେଷ,* *ଜୀଵନଟା ପରା ଏହି ।* *📝କାହାକୁ କିଛି କହିବା ପୂର୍ବରୁ କେବଳ ଗୋଟିଏ କଥା ଭାବିବେ,ଯଦି ସେହି କଥା ଆପଣଙ୍କୁ କେହି କହିଥାନ୍ତେ ତେବେ କିପରି ଅନୁଭବ ହୋଇଥାନ୍ତା ।* *📝ବିଭୀଷଣ ରାବଣ ରାଜ୍ୟରେ ରହି ବିଗିଡ଼ି ନଥିଲେ,ଆଉ କୈକେୟୀ ରାମ ରାଜ୍ୟରେ ରହି ମଧ୍ୟ ସୁଧୁରି ନଥିଲେ, କାହିଁକିନା ବିଗିଡ଼ିବା ଓ ସୁଧୁରିବା ମଣିଷର ସ୍ବଭାବ ଉପରେ ନିର୍ଭର କରିଥାଏ।* *📝ଯଦି ନିଜର Respect ଚାହୁଁଛନ୍ତି ତେବେ ଅନ୍ୟର ମଧ୍ୟ Respect କରନ୍ତୁ।କହିବାକୁ ଯଦି ଜିଭ ମିଳିଛି ତେବେ ଶୁଣିବା ପାଇଁ କାନ ମଧ୍ୟ ଖୋଲା ରଖନ୍ତୁ।* *✳ଶୁଭ ସକାଳ✳* *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹* _*ଦିନଟି ଆପଣଙ୍କର ମଙ୍ଗଳମୟ ହେଉ*_ ▪️▪️▪️▪️▪️▪️▪️▪️▪️▪️▪️
.. *🎪🛕ଆଜିର ଅନୁଚିନ୍ତା🛕🎪* *🍁🍁🍁🍁🍁🍁🍁🍁🍁🍁* ******* *✤• • • • • • ✤ • • • • • • ✤• • • • • • ✤* *🦋 ଏହି ୪ଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ।* ◆ ପୁରୁଣା ବସ୍ତ୍ର। ◆ ଗରିବ ସାଙ୍ଗ। ◆ ସାଧାରଣ ଜୀବନ। ◆ ବୟସ୍କ ବାପା ମା । *🦋 ପରିଶ୍ରମ ଏଭଳି କରନ୍ତୁ ଯେ ଭାଗ୍ୟ ମଧ୍ୟ ପଥ ବଦଳାଇ ଶେଷରେ ସଫଳତାର ମୁକୁଟ ପିନ୍ଧାଇବାକୁ ବାଧ୍ୟ ହେବ।* *🦋 ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, କିନ୍ତୁ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି। ଏହି କଥାକୁ ବୁଝି ବିଚାରି ଆଗକୁ ବଢିବା ଉଚିତ।* *🌞ଶୁଭ ସକାଳ🌞* *ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!* *🙏🏻 🔘ଜୟ ଜଗନ୍ନାଥ🔘🙏🏻*
без подписи
ଶନିବାର : ଆଜିର ରାଶିଫଳ ଏବଂ ମହାବୀର ପଞ୍ଜିକା !
без подписи
без подписи
.. *🎪🛕ଆଜିର ଅନୁଚିନ୍ତା🛕🎪* *🍁🍁🍁🍁🍁🍁🍁🍁🍁🍁* ********* *✤• • • • • • ✤ • • • • • • ✤• • • • • • ✤* *🦋 ଚରିତ୍ର ଆଉ ବସ୍ତ୍ର ଯେତେବି ଚମକପ୍ରଦ ହେଉନା କାହିଁକି ଦେଖିବା ଲୋକ କେବଳ ଦାଗ ଉପରେ ହଁ ଧ୍ୟାନ ଦେବେ।* *🦋 ପରିସ୍ଥିତି ଆଉ ଖରାପ ସମୟକୁ ବଦଳେଇ ପାରୁଥିବା ବନ୍ଧୁକୁ ପାଖରେ ରଖ, ପରିସ୍ଥିତି ସହ ବଦଳି ଯାଉଥିବା ବନ୍ଧୁକୁ ନୁହେଁ।* *🦋 ଆତ୍ମ ବିଶ୍ୱାସ ହିଁ ସବୁଠାରୁ ବଡ ଧନ । ଯିଏ ନିଜ ଉପରେ ବିଶ୍ୱାସ କରେ ସିଏ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦିଏ ।* *🦋 କିଛି ଲୋକଙ୍କୁ ଲାଗିଥାଏ call ନ କଲେ କି କଥା ନ ହେଲେ ସମ୍ପର୍କ ଭାଙ୍ଗି ଯାଏ , ହେଲେ ତାଙ୍କୁ କିଏ ବୁଝେଇବ ସମ୍ପର୍କ phone ରୁ ନୁହେଁ ହୃଦୟରୁ ହୋଇଥାଏ।* *🌞ଶୁଭ ସକାଳ🌞* *ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!* *🙏🏻 🔘ଜୟ ଜଗନ୍ନାଥ🔘🙏🏻*
😊 😊 😊 *ABHIYAN* 😊 😊 😊 🌹 एक प्रयास... *TODAY'S AFFIRMATION* 24 Feb 2026 मैं अपने जीवन के सभी के लिए और हर चीज़ के लिए आभारी हूँ। मुझे दिए गए अवसरों के लिए मैं आभारी हूँ , मैं अपनी वर्तमान स्थिति के लिए बहुत आभारी हूँ । 💫🍃💫🍃💫🍃💫🍃💫🍃💫
🍃🌾🌾 *24 FEBRUARY 2026* 🦋 *आज की प्रेरणा* 🦋 दुनिया में ऐसा कोई भी काम नहीं जो एक व्यक्ति कर सकता है लेकिन दूसरा नहीं । *आज से हम* अपने लक्ष्य को हासिल करने के लिए अपनी क्षमताओं पर पूरा भरोसा रखें... 💧 *TODAY'S INSPIRATION* 💧 There is no such thing in the world that one person can do but not another! *TODAY ONWARDS LET'S* have complete faith in our ability to achieve our goal. 🍃💫🍃💫🍃💫🍃💫🍃💫🍃
.. *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_* *🏪ତାରିଖ :୨୪.୦୨.୨୦୨୬ ସୋମବାର* ⚜⚜⚜⚜⚜⚜⚜⚜⚜⚜⚜ *📝 ଅନ୍ଧାର ରାଇଜେ ଆଲୋକର ଶିଖା* *ତୁମେ ପ୍ରଭୁ ଜଗନ୍ନାଥ* *ତୁମରି ଆଲୋକେ ଆଲୋକିତ ହୁଏ* *ଜୀବନର ଗତିପଥ।* *📝ଅନେକ ଦୁଃଖ ସିନା ଆମ ଜୀବନରେ ସୂର୍ଯ୍ୟ ଅସ୍ତ କରି ରାତ୍ରିର ଅନ୍ଧକାରରେ ଆମକୁ ଦୁର୍ବଳ କରିଦିଏ କିନ୍ତୁ ଟିକିଏ ଖୁସି ମଧ୍ୟ ଆମ ଜୀବନରେ ସୁନ୍ଦର ସୂର୍ଯ୍ୟୋଦୟର ଗୋଟିଏ ନୂତନ ସକାଳ ଭେଟି ଦେଇ ପୁଣି ଆମକୁ ମଜବୁତ୍ କରିଦିଏ ।* *📝ମନକୁ ଶକ୍ତିଶାଳୀ କରନ୍ତୁ, ତା'ପରେ ଯାଇ ଆପଣ ସବୁ କ୍ଷେତ୍ରରେ ସଫଳତା ପାଇବେ ।* *📝ଅନ୍ୟକୁ Copy କରି Successful ହେବା ଅପେକ୍ଷା ନିଜସ୍ଵ କର୍ମ ବଳରେ ବିଫଳ ହେବା ଶହେ ଗୁଣରେ ଭଲ ।* *✳ଶୁଭ ସକାଳ✳* *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹* _*ଦିନଟି ଆପଣଙ୍କର ମଙ୍ଗଳମୟ ହେଉ*_ ▪️▪️▪️▪️▪️▪️▪️▪️▪️▪️▪️