Creative Educational Idea
описание
www.youtube.com/creativeeducationalidea.com
36 995
подписчиков
Охват к подписчикам
20,6%
ERR
Реакции к просмотрам
0,35%
1 079 на 49 постов
Пересылки к просмотрам
0,03%
97
Постов в день
11,7
всего 85
Где отзываются чаще
доля реакций к просмотрам- 15:47без подписи2,03%
- 18:06୧½ ବର୍ଷ ର ପିଲାକୁ ଧରି ଆଶାୟୀ ଶିକ୍ଷୟିତ୍ରୀ ✌️ ଆସନ୍ତାକାଲି ଆପଣମାନଙ୍କ ଅପେକ୍ଷା ରହିଲା 💪1,98%
- 17:27Our Strike on National News✌️ ସଫଳତା ଆଉ ବେସି ଦୂର ନୁହେଁ। ଆସନ୍ତାକାଲି ମାଡ଼ି ଆସନ୍ତୁ।💪1,77%
- 16 авг.ଆସନ୍ତାକାଲି ଆପଣମାନଙ୍କ ଆନ୍ଦୋଳନ ଭୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ବନ୍ଦ ହୋଇନାହିଁ ତ !!🧑💼 ୟେ ଡର୍ ହମେ ଆଚ୍ଛା ଲଗା, ମୋହନ ବାବୁ💪 ବର୍ଷାକୁ ଆଳ ନକରି ବ୍ୟାଗ୍ ରେଡି କରିଦିଅନ୍ତୁ। ପଶ୍ଚିମ ଓଡ଼ିଶା ପିଲାମାନେ ଆଜି ବାହାରି ପଡନ୍ତୁ।✌️1,77%
- 18:04Night vission Join Tomorrow 💪1,75%
- 14 авг.Work for 17th Aug is in Progress 💪1,33%
- 14 авг.Govt's Toffa Towards Aspirants 🙏 So Please Wake Up Yourself from Dream✍️ Join PMG On Monday (17th Aug)💪1,03%
- 12:25без подписи0,98%
- 16 авг.Aspirants in the Way to PMG0,83%
- 16 авг.без подписи0,71%
- 15 авг.🇮🇳 “ସ୍ୱାଧୀନତା କେବଳ ଉତ୍ସବ ନୁହେଁ, ଏହା ଏକ ସୁନ୍ଦର ଭାରତ ଗଢ଼ିବାର ଦାୟିତ୍ୱ।” “ତ୍ରିରଙ୍ଗା ଯେତେ ଉଚ୍ଚରେ ଉଡ଼ୁଛି, ଆମ ସ୍ୱପ୍ନ ମଧ୍ୟ ସେତେ ଉଚ୍ଚ ହେଉ।” A Small Initiative Towards 17th August Teacher Aspirants Protest💪 (Those who will Join ,will Get 50% off in our Any Course Later Strike) ✌️0,54%
- 15 авг.📢 ଲାଲକିଲ୍ଲାରେ ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା -‘ଆଗାମୀ ୧ ବର୍ଷରେ ୧ କୋଟି ଯୁବକଙ୍କୁ AI ଟ୍ରେନିଂ ଦେବୁ’ -ପରୀକ୍ଷା ପାଇଁ ଯୁବବର୍ଗଙ୍କୁ ମାଗଣା ଅନ୍ଲାଇନ୍ କୋଚିଂ ଦେବୁ -ଗରିବ ଛାତ୍ର ଯେପରି ଏହାର ସୁବିଧା ପାଇବେ -‘ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଲଗାଇବାକୁ ହେବ’ -‘ଭାରତର ବିକାଶ ଯାତ୍ରାରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହିଛି’ -‘ସବୁଠାରୁ ବଡ଼ ଲାଭାର୍ଥୀ ଯୁବପିଢ଼ି ହେବେ’ -କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନ ଆରମ୍ଭ କରିବୁ 📢 ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା -ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବ -ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା -ପ୍ରଥମ ଥର ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି -ପ୍ରଥମ ରାଜ୍ୟ ଭାବେ ‘କେଜି ରୁ ପିଜି’ ସଂପୂର୍ଣ୍ଣ ମାଗଣା ଶିକ୍ଷା -OCS ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ -ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା -ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ -ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨କୁ ବୃଦ୍ଧି କରାଯାଇଛି -ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା କଟକଣାକୁ କୋହଳ କରାଯାଇଛି0,48%