tgindex
GK By Mrutyunjay Sir

GK By Mrutyunjay Sir

Статистика
Последний пост
14 авг.
Последнее чтение
13 авг.
Постов за неделю
9
Всего постов
21
Тип
открытый
Язык
or
В каталоге с
13 авг.
Подписчики
18 635
−3 за 4 дн.
Сутки
+2
+0,01%
Неделя
 
Месяц
 
Просмотров на пост
1 823
21 постов
Вовлечённость
9,8%
к подписчикам
Постов в день
1,3
всего 21
Упоминаний
0
каналов
Охват размещения
по 5 постам
1/24сутки в ленте
968
1/48двое суток
1 199
1/72трое суток
1 293

Медиана по постам, которые мы застали свежими и померили через сутки.

Посты

  • без подписи

  • ଭାରତୀୟ ଜାତୀୟ ଆନ୍ଦୋଳନର ଏକ ଐତିହାସିକ ଅଧ୍ୟାୟ — ବଙ୍ଗଭଙ୍ଗ (Partition of Bengal) ଓ ସ୍ୱଦେଶୀ ଆନ୍ଦୋଳନ। ବଙ୍ଗଭଙ୍ଗର କାରଣ, ଲର୍ଡ କର୍ଜନଙ୍କ ଭୂମିକା, ସ୍ୱଦେଶୀ ଓ ବହିଷ୍କାର ଆନ୍ଦୋଳନ, ଜାତୀୟତାବାଦର ବିକାଶ ଏବଂ ଏହାର ଐତିହାସିକ ପ୍ରଭାବକୁ ଏହି କ୍ଲାସ୍‌ରେ ସରଳ ଓ ପରୀକ୍ଷା ଉପଯୋଗୀ ଭାବରେ ବୁଝନ୍ତୁ। 🎯 💡 ଇତିହାସର ଏହି Important Topic କୁ ମିସ୍ କରନ୍ତୁ ନାହିଁ! 📝 ପରୀକ୍ଷାରେ ଆସିପାରୁଥିବା Important Facts + Concepts + Expected Questions ପାଇଁ ଏହି କ୍ଲାସ୍‌ଟି ନିଶ୍ଚୟ ଦେଖନ୍ତୁ। 🔥 ପଢ଼ନ୍ତୁ • ବୁଝନ୍ତୁ • ରିଭିଜନ୍ କରନ୍ତୁ • Selection ପାଇଁ ପ୍ରସ୍ତୁତ ହୁଅନ୍ତୁ! 🇮🇳 https://youtube.com/live/wDfU2TQS2HM?feature=share

  • SSB TGT VACANCY UPDATE SECRETARY SIR କଣ କହିଲେ ? https://youtube.com/live/kL3Mi6Tv-UE?feature=share

  • B.ED -2026 Selection list ରେ ନାଁ ଆସିନି ? ଏବେ କଣ କରିବେ ? https://youtube.com/live/d3cwukXq404?feature=share

  • ଓଡ଼ିଶା B.Ed. 2026 ର 1st Selection List ପ୍ରକାଶ ପାଇସାରିଛି! 🎓 ଆପଣଙ୍କୁ କେଉଁ College ମିଳିଛି? Odisha B.Ed. 2026 ର 1st Selection List ପରେ Students କେଉଁ College ପାଇଛନ୍ତି ଏବଂ Admission Status କଣ ରହିଛି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏହି Form ପୂରଣ କରନ୍ତୁ। ଆପଣଙ୍କ ଗୋଟିଏ Response ଅନ୍ୟ ଜଣେ Aspirant ପାଇଁ ହୋଇପାରେ ଏକ ବଡ଼ ସାହାଯ୍ୟ। ❤️ https://forms.gle/37i9arKEkMeVDN7r5

  • 12 авг.1 3771

    କେମିତି OSSTET APPLY କରିବେ ଆସନ୍ତୁ STEP BY STEP DETAILS ରେ ଜାଣିବା https://www.youtube.com/live/8APHJvUUoNk?si=HjZNBLysKu9XdOeZ

  • 11 авг.1 4131

    ଭାବନ୍ତୁ… ଗୋଟିଏ ସମୟ ଥିଲା, ଯେତେବେଳେ ଭାରତ ନିଜ ଭାଗ୍ୟ ନିଜେ ଲେଖିପାରୁନଥିଲା। ଆମ ଲୋକଙ୍କ ମନରେ ଥିଲା ଗୋଟିଏ ସ୍ୱପ୍ନ— “ଏ ଦେଶ ଦିନେ ନିଶ୍ଚୟ ସ୍ୱାଧୀନ ହେବ…” ❤️‍🔥 ସେହି ସ୍ୱପ୍ନକୁ ନେଇ କିଛି ଲୋକ ଏକାଠି ହେଲେ। ସେମାନଙ୍କ ପାଖରେ ନଥିଲା ଶକ୍ତିଶାଳୀ ସେନା… ନଥିଲା ବିଶାଳ ସମ୍ପଦ… ଥିଲା କେବଳ ଦେଶ ପାଇଁ କିଛି କରିବାର ସାହସ। 🇮🇳 ୧୮୮୫… Indian National Congress. ଏହି ଛୋଟ ଆରମ୍ଭ ଦିନେ ଦିନେ ଏକ ବିଶାଳ ଜାତୀୟ ଆନ୍ଦୋଳନର ରୂପ ନେଲା। ଅନେକ ନାମ… ଅନେକ ସଂଘର୍ଷ… ଅନେକ ତ୍ୟାଗ… ଆଉ ଶେଷରେ—ସ୍ୱାଧୀନ ଭାରତ। 🇮🇳 🔥 THE ROAD TO FREEDOM — DAY 04 🔥 📜 INDIAN NATIONAL CONGRESS ଆଜିର Class ରେ ଆସନ୍ତୁ ସେହି ଲୋକମାନଙ୍କୁ ମନେ ପକାଇବା, ଯେଉଁମାନଙ୍କ ସ୍ୱପ୍ନ ଓ ସଂଘର୍ଷ ଆମକୁ ଆଜିର ସ୍ୱାଧୀନ ଭାରତ ଦେଇଛି। ❤️🇮🇳 🇮🇳 ଆମ ପୂର୍ବଜମାନେ ଦେଶକୁ ସ୍ୱାଧୀନ କରିଥିଲେ, ଏବେ ଆମର କର୍ତ୍ତବ୍ୟ—ନିଜ ସ୍ୱପ୍ନକୁ ସାକାର କରିବା। 🔥 ବନ୍ଦେ ମାତରମ୍! 🇮🇳 ଜୟ ହିନ୍ଦ! 🇮🇳 Like 👍 , Share❤️‍🔥 & Subscribe 🔔 https://www.youtube.com/live/QJjNBm7X-SI?si=ePIE7KbcuFapg48y

  • 10 авг.1 3903из Odishatestbook

    Follow the Complete playlist here: https://www.youtube.com/playlist?list=PLEbXOUKWZbqM

  • 10 авг.1 8211

    ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସ୍ୱାଧୀନତା ଆଡ଼କୁ ଭାରତର ଯାତ୍ରା ଇତିହାସ ଆସନ୍ତୁ ମିଶିକି ଜାଣିବା ଭାରତର ଇତିହାସ https://youtube.com/live/DMEXkOzVJmE?feature=share

  • 8 авг.2 1781

    ନମସ୍କାର ବନ୍ଧୁଗଣ , ଗତକାଲି Class ରେ ଆପଣ ମାନେ ବହୁତ ଭଲ ପାଇବା ଦେଇଥିଲେ , ସେଥିପାଇଁ ସମସ୍ତଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ 🔥 ଆଜିର ଅଧ୍ୟାୟ ବି ମଜାଦାର ରହିବ GOVERNORଙ୍କ ଶାସନ ହେଉ କି VICEROYଙ୍କ ନିଷ୍ପତ୍ତି— ପ୍ରତ୍ୟେକ ନୀତି ଭାରତର ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିଥିଲା। ଆଉ ସେହି ଅଧ୍ୟାୟଗୁଡ଼ିକ ମଧ୍ୟରୁ ହିଁ ଧୀରେ ଧୀରେ ଜନ୍ମ ନେଇଥିଲା ସ୍ୱାଧୀନତାର ଅଗ୍ନି। 🔥 ଆଜି ଆମେ ସେହି ଇତିହାସର ପୃଷ୍ଠା ଖୋଲିବା… ଜାଣିବା ଗଭର୍ଣ୍ଣର ଓ ଭାଇସରୟମାନଙ୍କ କାହାଣୀ, ସେମାନଙ୍କର ନୀତି, ନିଷ୍ପତ୍ତି ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ସେମାନଙ୍କ ପ୍ରଭାବ। 📖 THE ROAD TO FREEDOM – DAY 02 📚 GOVERNORS & VICEROYS 🇮🇳 ଭାରତର ସ୍ୱାଧୀନତାର ସେହି ଅମର ଯାତ୍ରାର ଆଉ ଏକ ଅଧ୍ୟାୟ… ⏰ ଆଜି ରାତି ୮:୦୦ଟା : https://www.youtube.com/live/ZUkQOdh6FD8?si=hSwdBv0MxntE5wzb 🔥 ଆସନ୍ତୁ… ଇତିହାସକୁ କେବଳ ପଢ଼ିବା ନୁହେଁ, ଅନୁଭବ କରିବା। ବନ୍ଦେ ମାତରମ୍! 🇮🇳 ଜୟ ହିନ୍ଦ! 🇮🇳

  • GK By Mrutyunjay Sir pinned «କି ଗପ ମ 500 ପିଲା live 🥶🥶🥶 ତମେ ମନେ କୋଉଠି ରହିଲ?? ଆସ ଆସ, ଦେଶ କୁ ସ୍ୱାଧୀନ କରିବା https://www.youtube.com/live/Pwturo-4MnA?si=lEar2CDQc5dASjN1»

  • 7 авг.2 1181

    କି ଗପ ମ 500 ପିଲା live 🥶🥶🥶 ତମେ ମନେ କୋଉଠି ରହିଲ?? ଆସ ଆସ, ଦେଶ କୁ ସ୍ୱାଧୀନ କରିବା https://www.youtube.com/live/Pwturo-4MnA?si=lEar2CDQc5dASjN1

  • 7 авг.1 95521

    🔗 Join Live Now: https://www.youtube.com/live/Pwturo-4MnA?si=lEar2CDQc5dASjN1 🛣️ “The Road to Freedom” – Day 01 📖 Topic: Rise of British Power ଭାରତରେ ବ୍ରିଟିଶ ଶାସନ କେମିତି ଆରମ୍ଭ ହେଲା? East India Company କେମିତି ଏକ ବ୍ୟବସାୟୀ ସଂସ୍ଥାରୁ ଶାସକ ହୋଇଗଲା? ଏହି ସବୁ ପ୍ରଶ୍ନର ସମ୍ପୂର୍ଣ୍ଣ ଉତ୍ତର ମିଳିବ ଆଜିର ଏହି Special Session ରେ ଆଜି ନିଜର Internet ର ସଠିକ ବିନିଯୋଗ ହବ , Session ରହିବ full ମସ୍ତିଭରା ଆଉ ମଜାଦାର Story ସହିତ | ଏକାଥରକେ ସବୁ ଟିକି ନିଖି ଜିନିଷ ମନେ ରହିଯିବ , ତ Session କୁ live ଦେଖିବା ପାଇଁ ଜମା ବି miss କରନ୍ତୁନି ଜୟ ହିନ୍ଦ! 🇮🇳

  • 7 авг.1 8951

    📢 🇮🇳 ଆଜିଠାରୁ ଆରମ୍ଭ ହେଉଛି ଏକ ଐତିହାସିକ ଯାତ୍ରା… 🇮🇳 🛣️ “The Road to Freedom” – Day 01 📖 Topic: Rise of British Power ଭାରତରେ ବ୍ରିଟିଶ ଶାସନ କେମିତି ଆରମ୍ଭ ହେଲା? East India Company କେମିତି ଏକ ବ୍ୟବସାୟୀ ସଂସ୍ଥାରୁ ଶାସକ ହୋଇଗଲା? ଏହି ସବୁ ପ୍ରଶ୍ନର ସମ୍ପୂର୍ଣ୍ଣ ଉତ୍ତର ମିଳିବ ଆଜିର ଏହି Special Session ରେ ⏰ ଆଜି ରାତି 8:00 PM 📺 YouTube Live 🇮🇳 ଆସନ୍ତୁ, ସ୍ୱାଧୀନତାର ଇତିହାସକୁ କେବଳ ପଢ଼ିବା ନୁହେଁ… ଅନୁଭବ କରିବା। 🔗 Live Link: https://www.youtube.com/live/Pwturo-4MnA?si=lEar2CDQc5dASjN1 ଜୟ ହିନ୍ଦ! 🇮🇳 ସମସ୍ତେ Session କୁ like କରିବା ସହ , Notification କୁ On କରନ୍ତୁ , ସତ କହୁଛି ମଜା ଆସିଯିବ !!!

  • 7 авг.1 830

    ପ୍ରତ୍ୟେକ ବିଫଳତା ପରେ ନୂଆ ଆରମ୍ଭ https://youtu.be/jeoD_n82JP0

  • 7 авг.2 3261

    ପ୍ରିୟର ଛାତ୍ରଛାତ୍ରୀ , ଆପଣ ମାନଙ୍କ ପାଇଁ ଏକ ବିଶେଷ ସୂଚନା 🇮🇳 THE ROAD TO FREEDOM 🇮🇳 A Tribute to the Heroes Who Won Our Freedom “ଆଜିର ସ୍ୱାଧୀନତା ଲକ୍ଷ ଲକ୍ଷ ବଳିଦାନର ଫଳ । ଆସନ୍ତୁ, ସେହି ଅମର ଯାତ୍ରାକୁ ପୁଣିଥରେ ଅନୁଭବ କରିବା।” ❤️🤍💚 ଏହି ସ୍ୱାଧୀନତା ସପ୍ତାହରେ, ଆମେ ନେଇଆସୁଛୁ ଏକ ଐତିହାସିକ ବିଶେଷ ସିରିଜ୍— 🇮🇳 THE ROAD TO FREEDOM 📖 Complete Modern History of India From the Rise of British Power to the Eve of Independence 🗓️ 7th August – 14th August 🕗 LIVE Every Night | 8:00 PM 🌙 Special Grand Finale on 14th August Midnight 🎯 Exam-Oriented + Inspirational : For All Competitive Exams 🇮🇳 ଏହା କେବଳ ଏକ History Series ନୁହେଁ… ଏହା ସେହି ବୀର ସହିଦମାନଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି, ଯେଉଁମାନଙ୍କ ତ୍ୟାଗ ଆମକୁ ସ୍ୱାଧୀନ ଭାରତ ଦେଇଛି। 🧡 ଏହି ସ୍ୱାଧୀନତା ସପ୍ତାହରେ, ଆସନ୍ତୁ ଇତିହାସକୁ କେବଳ ପଢ଼ିବା ନୁହେଁ—ଅନୁଭବ କରିବା। 📢 Join LIVE from 7th August | 8:00 PM Do like,share & Subscribe !!!

  • 6 авг.2 440

    ନିହାତି ଦେଖନ୍ତୁ EXAM ପୁର୍ବରୁ https://youtube.com/live/mNMnPrHoqGE?feature=share

  • 6 авг.2 549

    ଆରମ୍ଭ ହେଲା ଅନ୍ତିମ ପ୍ରସ୍ତୁତି ଆସି ଯାଅ ସବୁ https://www.youtube.com/live/YOhoHMTL5cI?si=HTes-Ce9-7KFzykO

  • 2 авг.3 7141

    ଆସିଗଲ OSSTET ର FORM FILL କୁ ନେଇକି ବଡ଼ UPDATE କେବେ ଠୁ ଆରମ୍ଭ ହେଉଛି FORM FILL UP https://www.youtube.com/live/fRG3k-W9XIU?si=hSmk5DBH6An_NjJZ

  • 1 авг.3 778

    Call or msg