- Последний пост
- 14 авг.
- Последнее чтение
- 13 авг.
- Постов за неделю
- 17
- Всего постов
- 32
- Тип
- открытый
- Язык
- or
- В каталоге с
- 13 авг.
- 1/24сутки в ленте
- 4 346
- 1/48двое суток
- 5 587
- 1/72трое суток
- 6 025
Медиана по постам, которые мы застали свежими и померили через сутки.
Посты
без подписи
без подписи
без подписи
без подписи
без подписи
без подписи
без подписи
без подписи
без подписи
без подписи
без подписи
без подписи
без подписи
без подписи
Odisha Testbook pinned a photo
ଯେଉଁ ସ୍ୱପ୍ନ ପାଇଁ ଏତେ ସଂଘର୍ଷ… 🇮🇳 ରାତି ହେଲେ ଯେତେବେଳେ ସମସ୍ତେ ନିଜ ଦୁନିଆରେ ହଜିଯାଆନ୍ତି, ସେତେବେଳେ ଜଣେ ଛାତ୍ର ନିଜ ସ୍ୱପ୍ନ ପାଇଁ ପୁଣିଥରେ ବହି ଖୋଲେ… 📚 କାରଣ ତା’ର ସ୍ୱପ୍ନ କେବଳ ଗୋଟିଏ ଚାକିରି ନୁହେଁ। ସେ ଚାହେଁ—ନିଜ ପରିବାରକୁ ଗର୍ବିତ କରିବାକୁ, ନିଜ ଜୀବନକୁ ବଦଳାଇବାକୁ ଏବଂ ନିଜ ସ୍ୱପ୍ନର ସ୍ୱାଧୀନତା ହାସଲ କରିବାକୁ। 🇮🇳❤️ ଏହି ସ୍ୱାଧୀନତା ଦିବସରେ, ତୁମର Preparation Journey ପାଇଁ ଆସୁଛି ଏକ ବଡ଼ ସୁଯୋଗ! 🔥 🇮🇳 SAPNO KI AZAADI 🇮🇳 🎯 Super Pass Offer 🗓️ Starting From — 14th August ⏰ Time — 09:00 PM କିନ୍ତୁ… 👀 💰 Price କେତେ? ⏳ Validity କେତେ? 🎁 କ’ଣ Special ରହିଛି? ଏବେ କିଛି Reveal କରୁନାହୁଁ… 😉 14 August, ରାତି 9ଟାରେ ସବୁକିଛି Reveal ହେବ! 🔥 ❤️ ଆପଣ ଏହି Offer ପାଇଁ Interested କି? ତେବେ ତଳେ ଦିଆଯାଇଥିବା Google Form Fill-Up କରନ୍ତୁ। 👇 👉 https://forms.gle/Je9dPdiSuGLEcSzS9 ⚠️ ଯେଉଁମାନେ ସତରେ ଏହି Special Offer ବିଷୟରେ ଜାଣିବାକୁ ଏବଂ ପାଇବାକୁ Interested, ସେମାନେ ନିଶ୍ଚିତ ଭାବେ Form Fill-Up କରନ୍ତୁ। ତୁମର ସ୍ୱପ୍ନ… ତୁମର ଲଢ଼େଇ… ଏବେ ତୁମର ସମୟ! ❤️🇮🇳 📲 ଏହି ମେସେଜ୍ଟି ଜଣେ Aspirant ସାଙ୍ଗକୁ Share କର—କାହାର ସ୍ୱପ୍ନ ପୂରଣର ଆରମ୍ଭ ଏହି ଗୋଟିଏ Form ରୁ ହୋଇପାରେ। 🇮🇳
ଭାରତୀୟ ଜାତୀୟ ଆନ୍ଦୋଳନର ଏକ ଐତିହାସିକ ଅଧ୍ୟାୟ — ବଙ୍ଗଭଙ୍ଗ (Partition of Bengal) ଓ ସ୍ୱଦେଶୀ ଆନ୍ଦୋଳନ। ବଙ୍ଗଭଙ୍ଗର କାରଣ, ଲର୍ଡ କର୍ଜନଙ୍କ ଭୂମିକା, ସ୍ୱଦେଶୀ ଓ ବହିଷ୍କାର ଆନ୍ଦୋଳନ, ଜାତୀୟତାବାଦର ବିକାଶ ଏବଂ ଏହାର ଐତିହାସିକ ପ୍ରଭାବକୁ ଏହି କ୍ଲାସ୍ରେ ସରଳ ଓ ପରୀକ୍ଷା ଉପଯୋଗୀ ଭାବରେ ବୁଝନ୍ତୁ। 🎯 💡 ଇତିହାସର ଏହି Important Topic କୁ ମିସ୍ କରନ୍ତୁ ନାହିଁ! 📝 ପରୀକ୍ଷାରେ ଆସିପାରୁଥିବା Important Facts + Concepts + Expected Questions ପାଇଁ ଏହି କ୍ଲାସ୍ଟି ନିଶ୍ଚୟ ଦେଖନ୍ତୁ। 🔥 ପଢ଼ନ୍ତୁ • ବୁଝନ୍ତୁ • ରିଭିଜନ୍ କରନ୍ତୁ • Selection ପାଇଁ ପ୍ରସ୍ତୁତ ହୁଅନ୍ତୁ! 🇮🇳 https://youtube.com/live/wDfU2TQS2HM?feature=share
B.ED -2026 Selection list ରେ ନାଁ ଆସିନି ? ଏବେ କଣ କରିବେ ? https://youtube.com/live/d3cwukXq404?feature=share
ଓଡ଼ିଶା B.Ed. 2026 ର 1st Selection List ପ୍ରକାଶ ପାଇସାରିଛି! 🎓 ଆପଣଙ୍କୁ କେଉଁ College ମିଳିଛି? Odisha B.Ed. 2026 ର 1st Selection List ପରେ Students କେଉଁ College ପାଇଛନ୍ତି ଏବଂ Admission Status କଣ ରହିଛି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଏହି Form ପୂରଣ କରନ୍ତୁ। ଆପଣଙ୍କ ଗୋଟିଏ Response ଅନ୍ୟ ଜଣେ Aspirant ପାଇଁ ହୋଇପାରେ ଏକ ବଡ଼ ସାହାଯ୍ୟ। ❤️ https://forms.gle/37i9arKEkMeVDN7r5
ଭାବନ୍ତୁ… ଗୋଟିଏ ସମୟ ଥିଲା, ଯେତେବେଳେ ଭାରତ ନିଜ ଭାଗ୍ୟ ନିଜେ ଲେଖିପାରୁନଥିଲା। ଆମ ଲୋକଙ୍କ ମନରେ ଥିଲା ଗୋଟିଏ ସ୍ୱପ୍ନ— “ଏ ଦେଶ ଦିନେ ନିଶ୍ଚୟ ସ୍ୱାଧୀନ ହେବ…” ❤️🔥 ସେହି ସ୍ୱପ୍ନକୁ ନେଇ କିଛି ଲୋକ ଏକାଠି ହେଲେ। ସେମାନଙ୍କ ପାଖରେ ନଥିଲା ଶକ୍ତିଶାଳୀ ସେନା… ନଥିଲା ବିଶାଳ ସମ୍ପଦ… ଥିଲା କେବଳ ଦେଶ ପାଇଁ କିଛି କରିବାର ସାହସ। 🇮🇳 ୧୮୮୫… Indian National Congress. ଏହି ଛୋଟ ଆରମ୍ଭ ଦିନେ ଦିନେ ଏକ ବିଶାଳ ଜାତୀୟ ଆନ୍ଦୋଳନର ରୂପ ନେଲା। ଅନେକ ନାମ… ଅନେକ ସଂଘର୍ଷ… ଅନେକ ତ୍ୟାଗ… ଆଉ ଶେଷରେ—ସ୍ୱାଧୀନ ଭାରତ। 🇮🇳 🔥 THE ROAD TO FREEDOM — DAY 04 🔥 📜 INDIAN NATIONAL CONGRESS ଆଜିର Class ରେ ଆସନ୍ତୁ ସେହି ଲୋକମାନଙ୍କୁ ମନେ ପକାଇବା, ଯେଉଁମାନଙ୍କ ସ୍ୱପ୍ନ ଓ ସଂଘର୍ଷ ଆମକୁ ଆଜିର ସ୍ୱାଧୀନ ଭାରତ ଦେଇଛି। ❤️🇮🇳 🇮🇳 ଆମ ପୂର୍ବଜମାନେ ଦେଶକୁ ସ୍ୱାଧୀନ କରିଥିଲେ, ଏବେ ଆମର କର୍ତ୍ତବ୍ୟ—ନିଜ ସ୍ୱପ୍ନକୁ ସାକାର କରିବା। 🔥 ବନ୍ଦେ ମାତରମ୍! 🇮🇳 ଜୟ ହିନ୍ଦ! 🇮🇳 Like 👍 , Share❤️🔥 & Subscribe 🔔 https://www.youtube.com/live/QJjNBm7X-SI?si=ePIE7KbcuFapg48y