Tech Of World
описание
WhatsApp/Telegram/Call - 8596976190 App Link- https://play.google.com/store/apps/details?id=com.tech.edu YouTube Link- https://www.youtube.com/channel/UCZutt2hncKchEGEiBmvapbw Facebook Profile Link- https://m.facebook.com/sujitnaik123
23 582
подписчиков
Охват к подписчикам
22,8%
ERR
Реакции к просмотрам
0,27%
360 на 23 постов
Пересылки к просмотрам
0,16%
211
Постов в день
1,4
всего 27
Где отзываются чаще
доля реакций к просмотрам- 11 авг.📢 ସଫଳତା କେବେବି ଅଭାବ କିମ୍ବା ବ୍ୟସ୍ତତା ଆଗରେ ଅଟକି ରହେନି! 🌟 ସାଙ୍ଗମାନେ, ଆଜି ଆମେ ଆପଣଙ୍କ ସହ Tech Of World App ର ପୂର୍ବତନ ସଦସ୍ୟ ଚନ୍ଦନଙ୍କ ପ୍ରେରଣାଦାୟୀ ଯାତ୍ରା ସେୟାର କରୁଛୁ: 🔹 ସଂଘର୍ଷ ଓ କଠିନ ପରିଶ୍ରମ: Tech Of World App ପାଇଁ କାମ କରିବା ସହ ସେ ନିଜର ପାଠପଢ଼ା ଜାରି ରଖିଥିଲେ। ଅନେକ ଏକ୍ସାମ ଦେଇ ଅସଫଳ ହେବା ପରେ ବି ସେ କେବେ ହାର୍ ମାନିନଥିଲେ। 🔹 ପ୍ରଥମ ସଫଳତା (OSSSC Forest Guard): କଠିନ ପରିଶ୍ରମ ବଳରେ ସେ Forest Guard ଏକ୍ସାମ କ୍ଲିୟର କଲେ ଏବଂ ୪-୫ ମାସ ଚାକିରି କଲେ। (ଯାହାର ଇଣ୍ଟରଭ୍ୟୁ ଆମ YouTube ଚ୍ୟାନେଲରେ ଅଛି) 🔹 ଦ୍ୱିତୀୟ ସଫଳତା (OHPC Mechanical Trainee): ଫୋରେଷ୍ଟ ଗାର୍ଡ ଚାକିରି କରିବା ସତ୍ତ୍ୱେ ସେ ନିଜ ପ୍ରସ୍ତୁତି ବନ୍ଦ କରିନଥିଲେ। ଫଳରେ OHPC (ITI level) ପରୀକ୍ଷାରେ General Rank 19 ରଖି Mechanical Trainee ଭାବେ ସିଲେକ୍ସନ ପାଇଲେ ଏବଂ ଏବେ ସେଠାରେ କାର୍ଯ୍ୟରତ। 💡 ଶିକ୍ଷା: ପରିସ୍ଥିତି ଯାହା ହେଉନା କାହିଁକି, ଯଦି ଆପଣଙ୍କ ପାଖରେ ସମୟ ପରିଚାଳନା (Time Management) ଏବଂ ନିରନ୍ତର ଚେଷ୍ଟା ଅଛି, ତେବେ ଗୋଟିଏ ନୁହେଁ, ଅନେକ ସଫଳତା ଆପଣଙ୍କୁ ମିଳିବ। TOW Team ତରଫରୁ ଚନ୍ଦନଙ୍କୁ ତାଙ୍କର ଏହି ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଅଛୁ ! 💐👏 Keep learning, keep growing! – Team TOW 🚀1,56%
- 15 авг.без подписи0,76%
- 12 авг.Odisha B.Ed Cut Off Marks 1st Selection 20260,56%
- 12 авг.Odisha High School Teacher , Jr Clerk , Peon Vacancy 2026 Total - 2,968 Post0,54%
- 15 авг.Happy Independence Day To All0,53%
- 14 авг.Odisha CT Exam 2026 ର Total 20 Shifts ରୁ ଆମକୁ 14 ଟି Shift ର Questions Pdf ମିଳିଯାଇଛି । ବାକି 6 ଟି Shiftର ଯଦି ଆପଣଙ୍କ ପାଖରେ ଥାଏ Please Share (WhatsApp/Telegram- 8596976190) 1- 07-Aug-2026 (2 PM) 2- 08-Aug-2026 (5 PM) 3- 09-Aug-2026 (5 PM) 4- 10-Aug-2026 (11 AM) 5- 10-Aug-2026 (2 PM) 6- 11-Aug-2026 (11 AM) All Shifts ମିଳିଲା ପରେ ଆମେ App & Website ରେ Upload କରିଦବୁ । Thank You 🙏❤️0,43%
- 8 авг.Teacher News0,42%
- 13 авг.TOW App ରେ Economics Subject ra 50 ଟି PYQ Test Update କରିଦିଆଯାଇଛି ।। Subject - Economics Total Topics- 11 Total Mock Tests- 50 Total PYQs- 600+ Thank You For Your Support With Patience 🙏🙏❤️0,37%
- 10 авг.ଯେବେଠାରୁ ଆମେ App ରେ PYQ E-Book & Test ପିଲାଙ୍କୁ Provide କରିଆସୁଅଛୁ, ସେବେଠାରୁ ଆମ ପାଖରେ ଗୋଟିଏ ବଡ Task ରହିଆସିଥିଲା, 7000 ରୁ ଅଧିକ Math PYQ କୁ କେମିତି Mock Test ଭାବରେ App ରେ Available କରାଯିବ । କାରଣ ଏଥିରେ ଯାହା ବି Mathematical Expression & Equation ରହିଛି ତାକୁ App ରେ Update କରିବାପାଇଁ HTML Coding ର ଆବଶ୍ୟକତା ରହିଥିଲା । କିନ୍ତୁ ଏବେ Finally we did it for you- ❤️ Subject - Math (Aptitude) Total Mock Tests- 474 Total PYQs- 7,000+ Total Topics- 41 Thank You For Your Support With Patience 🙏🙏❤️0,32%
- 10 авг.Dist-Wise Breakdown Of Selected Candidates0,26%
- 11 авг.OSSSC Forest Guard , Forester , Excise Constable 2026 Cut Off Marks0,25%
- 13 авг.Odisha CT Exam Official Questions & Answer Key PDF OUT Link- https://scertodishadeled2026.cbtexam.in/CandidateRU7J24/ObjectionNF_14JRLogin.aspx?usertype=existing Response Key PDF ପାଇଁ , ଆପଣଙ୍କ Roll No & DOB ଆମ Whatsapp/Telegram (8596976190) ରେ Send କରନ୍ତୁ ଆମେ ଆପଣଙ୍କୁ Response Key Pdf Download କରି Send କରିଦବୁ ।0,19%